Advertisment

Daily Horoscope 26th May 2025: ଏହି ରାଶିଙ୍କୁ ମିଳିବ ବଡ଼ ଖବର; ଜାଣନ୍ତୁ ଆଜିର ରାଶିଫଳ..

author-image
Namita Biswal
Daily Horoscope 26th May 2025: ଏହି ରାଶିଙ୍କୁ ମିଳିବ ବଡ଼ ଖବର; ଜାଣନ୍ତୁ ଆଜିର ରାଶିଫଳ..
ପ୍ରେମିକ ପ୍ରେମିକାମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ । ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି । ବନ୍ଧୁ ମିତ୍ରଙ୍କର ଆର୍ଥିକ ସହାୟତାର ନୂତନ ପନ୍ଥା ଅନୁସରଣ କରିବେ । କର୍ମ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ ଓ ସଂଘର୍ଷ କରିବାକୁ ପଡିବେ ।