Advertisment

Daily Horoscope 26th January 2025: ଆଜି ଏହି ରାଶିର ବ୍ୟକ୍ତି ମାଲିମକଦ୍ଧମାରେ ଜୟଯୁକ୍ତ ହେବେ

author-image
Pallipuspa Samal
Daily Horoscope 26th January 2025: ଆଜି ଏହି ରାଶିର ବ୍ୟକ୍ତି ମାଲିମକଦ୍ଧମାରେ ଜୟଯୁକ୍ତ ହେବେ
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ରବିବାର । ଚନ୍ଦ୍ର- ବିଛା ଦିବା ୦୮.୨୫ ଗତେ ଧନୁ,ତିଥି- ୧୨ଶୀ ରାତ୍ରି ୦୮.୫୫ ଗତେ ୧୩ଶୀ,ଘାତଚନ୍ଦ୍ର- ଦିବା ୦୮.୨୫ ଗତେ ତୁଳା ଓ କୁମ୍ଭ ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୮.୫୫ ଗତେ ୧ ପାଦ-କୃଷିହାନି-ଭୂମିଦାନ