• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 25th July 2024: ଏହି ରାଶିର ବ୍ୟକ୍ତିଙ୍କୁ ସମାଜ ସେବା କାର୍ଯ୍ୟରେ ଯୋଗ ଦେବେ

ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ଗୁରୁବାର ଚନ୍ଦ୍ର- କୁମ୍ଭ ଦିବା ୧୨.୪୫ ଗତେ ମୀନ ତିଥି- ୫ମୀ ରାତ୍ରି ୦୧.୫୮ ଗତେ ୬ଷ୍ଠୀ ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ଦିବା ୧୦.୪୫ ଗତେ ଧନୁ ରାଶିର ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୪.୧୬ ପର୍ଯ୍ୟନ୍ତ

Aries

ମେଷ

Thursday 25 Jul 2024

ଅଶ୍ୱନୀ- ପ୍ରେମିକ ପ୍ରେମିକା ମାନେ ବିଶ୍ୱାସ ଭାଜନ ହେବେ । ଉତ୍ପାଦନ ସହିତ ଜଡିତ ବ୍ୟବସାୟ ବୃଦ୍ଧି ପାଇବା ସହ କୌଣସି ସଂସ୍ଥାରୁ ସମ୍ମାନ ପାଇବାର ସମ୍ଭାବନା ଅଛି । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ଅଧିକ ଘନିଷ୍ଠତା ହେବ ।

ଦ୍ୱିଜା- ଅଫିସରେ କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍ ରହିବ ନାହିଁ । ରାଜନୀତିରେ ସାହାସିକ ପଦକ୍ଷେପ ନେଇ ଆଗକୁ ଅତିକ୍ରମ କରିବେ । ସରକାରୀ ସହୟତା ପାଇବେ ବା ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁକମ୍ପା ହାସଲ କରିବେ ।

କୃତିକା- ମାଲିମକବ୍ଦମାରେ ଆପୋଷ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ନିର୍ମାଣଧିନ ଗୃହ ପୂର୍ଣ୍ଣାଙ୍ଗ ଆରମ୍ଭ ହେବ । ଗମନା ଗମନ କରିବା ସମୟରେ ସାବଧନତା ଅବଲମ୍ବନ କରନ୍ତୁ ।

ପ୍ରତିକାର – ସୂର୍ଯଦେବଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :