Advertisment

Daily Horoscope 25th January 2025: ଆଜି ଏହି ରାଶିର ବ୍ୟକ୍ତିଙ୍କର ଭୂ-ସମ୍ପତି କିଣିବାର ଯୋଗ ରହିଛି

author-image
Pallipuspa Samal
Daily Horoscope 25th January 2025: ଆଜି ଏହି ରାଶିର ବ୍ୟକ୍ତିଙ୍କର ଭୂ-ସମ୍ପତି କିଣିବାର ଯୋଗ ରହିଛି
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ଶନିବାର । ଚନ୍ଦ୍ର- ବିଛା ଅହୋରାତ୍ର,ତିଥି- ୧୧ଶୀ ରାତ୍ରି ୦୮.୩୨ ଗତେ ୧୨ଶୀ,ଘାତଚନ୍ଦ୍ର- ନାସ୍ତି,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୮.୩୨ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ