Daily Horoscope 21th January 2025: ଆଜି ଏହି ରାଶିର ବ୍ୟକ୍ତିଙ୍କର ପ୍ରେମ ଜୀବନ ହେବ ମଧୁରମୟ; ବ୍ୟବସାୟରେ ପାଇବେ ସଫଳତା...
/odishatv-khabar/media/media_files/uploadimage/library/16_9/16_9_0/IMAGE_1736567128-486907.jpg)
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର । ଚନ୍ଦ୍ର- କନ୍ୟା ଦିବା ୧୦.୦୩ ଗତେ ତୁଳା । ତିଥି- ୭ମୀ ଦିବା ୧୨.୪୦ ଗତେ ୮ମୀ । ଘାତଚନ୍ଦ୍ର- ବୃଷ ରାଶିର ଦିବା ୧୦.୦୩ ପର୍ଯ୍ୟନ୍ତ । ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୧୨.୪୦ ଗତେ ୧ ପାଦ-କୃଷିହାନି-ଭୂମିଦାନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
