Daily Horoscope 21st March 2024: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ଲାଭବାନ୍ ହେବେ
/odishatv-khabar/media/media_files/uploadimage/library/16_9/16_9_0/IMAGE_1710990469-780396.jpg)
ସୈାର ମୀନ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୧ ତାରିଖ ଗୁରୁବାର । ଚନ୍ଦ୍ର- କର୍କଟ ରାତ୍ରି ୦୧.୨୭ ଗତେ ସିଂହ,ତିଥ- ୧୨ଶୀ ନିଶାନ୍ତ ୦୪.୪୪ ଗତେ ୧୩ଶୀ । ଘାତଚନ୍ଦ୍ର- ରାତ୍ରି ୦୧.୨୭ ଗତେ କର୍କଟ ଓ ମକର ରାଶିର ତୁଳା ଓ କୁମ୍ଭ ରାଶିର ଘାତବାର- କର୍କଟ ଓ ମିଥୁନ ରାଶିର, ନିଶାନ୍ତ ୦୪.୪୪,ପୁଷ୍କର ଦୋଷ- ୧ ପାଦ-ପଶୁ ସମ୍ପଦ ନାଶ-ଅନ୍ନ ଦାନ ନିଶାନ୍ତ ୦୪.୪୪ ପର୍ଯ୍ୟନ୍ତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
