Daily Horoscope 18th May 2025: ଏହି ରାଶିଙ୍କୁ ମିଳିବ ଶୁଭ ଖବର; ଜାଣନ୍ତୁ ଆଜିର ରାଶିଫଳ..
/odishatv-khabar/media/media_files/uploadimage/library/16_9/16_9_0/IMAGE_1740453354-643226.jpg)
ବ୍ୟବସାୟରେ ଖର୍ଚ୍ଚାନ୍ତ ହୋଇ କାର୍ଯ୍ୟ ହାସଲ କରିବେ । ପତ୍ନୀଙ୍କ ସହିତ ମତ ପାର୍ଥକ୍ୟ ଦେଖାଦେଇପାରେ । ଶାରୀରିକ ଚିନ୍ତା ଦୂର ହେବ । ଦୂର ଯାତ୍ରାରେ ସଫଳତା ମିଳିବ । ନୂତନ ଭାବରେ ଆରମ୍ଭ କରୁଥିବା କାର୍ଯ୍ୟରେ ବ୍ୟସ୍ତ ରହିବେ । ରାଜନୀତିରେ ଛୋଟ କଥାକୁ ବଡ କରି ବିବାଦ ଲାଗିପାରେ । ଛାତ୍ରଛାତ୍ରୀମାନେ ପଢାରେ କଷ୍ଟ କରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
