• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th May 2024: ଏହି ରାଶିର ବ୍ୟକ୍ତି ଆଜି ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ

ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୬ ତାରିଖ ଗୁୁରୁବାର,ଚନ୍ଦ୍ର- ସିଂହ ଅହୋରାତ୍ର,ତିଥି-୮ମୀ(ମଳ) ପ୍ରାତଃ ୦୬.୨୩ ଗତେ ୯ମୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର,ଘାତବାର- ତୁଳା ଓ କୁମ୍ଭ ରାଶିର,ପୁଷ୍କର ଦୋଷ- ନାସ୍ତି

Aries

ମେଷ

Thursday 16 May 2024

ଅଶ୍ୱନୀ- ହଜମ ପ୍ରକ୍ରିୟା, ସ୍ନାୟୁ ସମସ୍ୟାରେ ହଇରାଣ ହୋଇପାରନ୍ତି । ବ୍ୟବସାୟରେ ଗ୍ରାହକମାନେ ପ୍ରଚୁର ପରିମାଣରେ ରହିବେ । ପାରିବାରିକ ଚାପରେ ବୃଦ୍ଧି ଘଟିବାର ସମ୍ଭାବନା ଅଛି

ଦ୍ୱିଜା- ବିବାହିତ ଜୀବନ ବିଷୟରେ ଭଲ ଅନୁଭବ କରିପାରିବେ । ଯେକୌଣସି ସମ୍ପତ୍ତି ବିକ୍ରୟରୁ ଟଙ୍କା ରୋଜଗାର କରିବାର ସୁଯୋଗ ଆସିପାରେ । ଛାତ୍ରଛାତ୍ରୀମାନେ ସହଜରେ ପଢୁଥିବା ଯେକୌଣସି ଜିନିଷକୁ ସ୍ମରଣ ରଖିପାରିବେ

କୃତିକା- ଟଙ୍କାକୁ ଭଲ କାମରେ ଲଗାଇବାରେ ସକ୍ଷମ ହେବେ । ପ୍ରଭାବଶାଳୀ ବ୍ୟକ୍ତିବିଶେଷ, ନେତାଙ୍କ ସହିତ ଯୋଗାଯୋଗ କରିବାର ସୁଯୋଗ ପାଇବେ । ମହିଳା ମାନେ ଅନ୍ୟକୁ ସାହାଯ୍ୟ କରିବେ ।

ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :