• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th July 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ଯାନବାହାନ କ୍ରୟ କରିବାର ଯୋଗ ଅଛି

ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୬ ତାରିଖ ମଙ୍ଗଳବାର । ଚନ୍ଦ୍ର- ତୁଳା ରାତ୍ରି ୦୭.୫୧ ଗତେ ବିଛା, ତିଥି- ୧୦ମୀ ରାତ୍ରୀ ୦୮.୩୪ ଗତେ ୧୧ଶୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- ମକର ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୨.୧୨ ଗତେ ୧ ପାଦ-କୃଷିହାନି-ଭୂମିଦାନ

Aries

ମେଷ

Tuesday 16 Jul 2024

ଅଶ୍ୱନୀ- ସୁନ୍ଦର କଳ୍ପନାରେ ବିଭୋର ହେବେ । ଅନ୍ୟ ମାନଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିପାରନ୍ତି ।

ଦ୍ୱିଜା- ସାମାଜିକ ପରିସର ବୃଦ୍ଧି ପାଇବ । ସଙ୍ଗିତ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବ । ଜୀବନ ସାଥୀଙ୍କ ସହିତ ପୂର୍ବ କଥାକୁ ନେଇ ମନୋମାଳିନ୍ୟ ହେବେ ।

କୃତିକା- ଜମି କିଣିବା ଲାଗି ଭାବି ପାରନ୍ତି । ଆର୍ଥିକ ସ୍ଥିରେ ଉନ୍ନତି ହେବ । ମହିଳାମାନେ ଖୁସିରେ ସମୟ ଅତିବାହିତ କରିବେ । ଦେଇଥିବା ଟଙ୍କା ଫେରି ପାଇବେ ।

ପ୍ରତିକାର- କୈାଣସି ଛୋଟା ଲୋକଙ୍କୁ କିଛି ସାହାର୍ଯ୍ୟ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :