Daily Horoscope 11th June 2025: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଜାଣନ୍ତୁ ଆପଣଙ୍କ ରାଶିଫଳ; ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ...
/odishatv-khabar/media/media_files/uploadimage/library/16_9/16_9_0/IMAGE_1740285662-183860.jpg)
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଳପକ୍ଷ। ଇଂରାଜୀ ୧୧ ତାରିଖ ବୁଧବାର । ଚନ୍ଦ୍ର- ବିଛା ରାତ୍ରି ୦୮.୧୦ ଗତେ ଧନୁ । ତିଥି - ପୂର୍ଣ୍ଣିମା ଦିବା ୦୧.୧୩ ଗତେ ପ୍ରତିପଦ । ଘାତଚନ୍ଦ୍ର- ରାତ୍ରି ୦୮.୧୦ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ନାସ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
