Advertisment

Today Panchang 6th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ଧନୁ ମାସ ମାଘ କୃଷ୍ଣପକ୍ଷ। ଇଂରାଜୀ ୦୬ ତାରିଖ ମଙ୍ଗଳବାର। ଚନ୍ଦ୍ର  - କର୍କଟ ଦିବା ୧୨.୧୯ ଗତେ ସିଂହ। ତିଥି – ୩ୟା ଦିବା ୦୮.୦୧.  ଗତେ ୪ର୍ଥୀ। ଘାତଚନ୍ଦ୍ର - ଦିବା ୧୨.୧୯ ଗତେ କର୍କଟ ଓ ମକର ରାଶିର।

author-image
Deepak Acharya
Panchang Today 28th August 2024

ସୈାର ଧନୁ ମାସ ମାଘ କୃଷ୍ଣପକ୍ଷ। ଇଂରାଜୀ ୦୬ ତାରିଖ ମଙ୍ଗଳବାର। ଚନ୍ଦ୍ର  - କର୍କଟ ଦିବା ୧୨.୧୯ ଗତେ ସିଂହ। ତିଥି – ୩ୟା ଦିବା ୦୮.୦୧.  ଗତେ ୪ର୍ଥୀ। ଘାତଚନ୍ଦ୍ର - ଦିବା ୧୨.୧୯ ଗତେ କର୍କଟ ଓ ମକର ରାଶିର। ଘାତବାର –  ମକର ରାଶିର। ପୁଷ୍କର ଦୋଷ – ୧ପାଦ - କୃଷିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୬.୨୬ ରୁ ୦୭.୧୦
ଦିବା – ୦୯.୦୯ ରୁ ୧୧.୩୦
ସନ୍ଧ୍ୟା -୦୫.୧୮ ରୁ ୦୬.୫୬
ରାତ୍ରି – ୦୮.୩୫ ରୁ ୦୮.୪୮
ରାତ୍ରି – ୦୯.୪୧  ରୁ ୧୨.୧୮
ରାତ୍ରୀ -୦୨.୦୩ ରୁ ୦୩.୪୯
ନିଶାନ୍ତ -୦୪.୪୧ ରୁ ୦୬.୨୬ 
ଅଶୁଭ ସମୟ - 
ରାହୁକାଳ – ଦିବା ୦୨.୩୫ ରୁ ୦୩.୫୬
କାଳବେଳା –ଦିବା ୦୧.୧୩ ରୁ ୦୨.୩୫
ବାରବେଳା – ପ୍ରାତଃ ୦୭.୪୮ ରୁ ୦୯.୦୯
କାଳରାତ୍ରି – ସନ୍ଧ୍ୟା- ୦୬.୫୬ ରୁ ୦୮.୩୫

Advertisment
Panchang
Advertisment
Related Articles
Advertisment