Advertisment

Today Panchang 5th March 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ଚନ୍ଦ୍ର – କନ୍ୟା ରାତ୍ରି ୧୦.୧୯ ଗତେ ତୁଳା । ତିଥି - ୩ୟା ସନ୍ଧ୍ୟା ୦୫.୫୩ ଗତେ ୪ର୍ଥୀ । ଘାତଚନ୍ଦ୍ର – ବୃଷ ରାଶିର ରାତ୍ରି ୧୦.୧୯ପର୍ଯ୍ୟନ୍ତ । ଘାତବାର – ବିଛା,ଧନୁ ଓ ମୀନ ରାଶିର ।

author-image
Deepak Acharya
Panchang

Panchang Photograph: (OTV)

ଆଜିର ପଞ୍ଚାଙ୍ଗ                                                              

ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୬ ଶୁକ୍ରବାର ।
ଚନ୍ଦ୍ର – କନ୍ୟା ରାତ୍ରି ୧୦.୧୯ ଗତେ ତୁଳା
ତିଥି - ୩ୟା ସନ୍ଧ୍ୟା ୦୫.୫୩ ଗତେ ୪ର୍ଥୀ
ଘାତଚନ୍ଦ୍ର – ବୃଷ ରାଶିର ରାତ୍ରି ୧୦.୧୯ପର୍ଯ୍ୟନ୍ତ
ଘାତବାର – ବିଛା,ଧନୁ ଓ ମୀନ ରାଶିର
ପୁଷ୍କରଦୋଷ – ନାସ୍ତି

Advertisment

ଶୁଭ ସମୟ -

ପ୍ରାତଃ – ୦୬.୦୬ ରୁ ୦୬.୫୩
ପ୍ରାତଃ – ୦୭.୪୦ ରୁ ୦୯.୦୨
ଦିବା – ୧୨.୨୧ ରୁ ୦୨.୪୨
ଦିବା – ୦୪.୧୬ ରୁ ୦୫.୪୯
ସନ୍ଧ୍ୟା – ୦୭.୨୭ ରୁ ୦୮.୫୩
ରାତ୍ରି – ୦୨.୦୦ ରୁ ୦୪.୨୭

ଅଶୁଭ ସମୟ -

ରାହୁକାଳ - ଦିବା ୧୦.୩୦ ରୁ ୧୧.୫୮
କାଳବେଳା – ଦିବା ୧୦.୩୦ ରୁ ୧୧.୫୮
ବାରବେଳା- ଦିବା ୦୯.୦୨ ରୁ ୧୦.୩୦ 
କାଳରାତ୍ରି – ରାତ୍ରି ୦୮.୫୩ ରୁ ୧୦.୨୫

Advertisment
Panchang Horoscope
Advertisment
Related Articles
Advertisment