Advertisment

Today Panchang 4th March 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ଚନ୍ଦ୍ର – ସିଂହ ଦିବା ୦୧.୪୬ ଗତେ କନ୍ୟା । ତିଥି - ପ୍ରତିପଦ ଦିବା ୦୪.୪୯ ଗତେ ୨ୟା । ଘାତଚନ୍ଦ୍ର – କର୍କଟ ଓ ମକର ରାଶିର,ଦିବା ୦୧.୪୬ ଗତେ ବୃଷ ରାଶିର । ଘାତବାର – କର୍କଟ ରାଶିର

author-image
Deepak Acharya
Panchang

Panchang Photograph: (OTV)

ଆଜିର ପଞ୍ଚାଙ୍ଗ                                                              

ସୌର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୪ ବୁଧବାର ।
ଚନ୍ଦ୍ର – ସିଂହ ଦିବା ୦୧.୪୬ ଗତେ କନ୍ୟା
ତିଥି - ପ୍ରତିପଦ ଦିବା ୦୪.୪୯ ଗତେ ୨ୟା
ଘାତଚନ୍ଦ୍ର – କର୍କଟ ଓ ମକର ରାଶିର,ଦିବା ୦୧.୪୬ ଗତେ ବୃଷ ରାଶିର
ଘାତବାର – କର୍କଟ ରାଶିର
ପୁଷ୍କରଦୋଷ – ପ୍ରାତଃ ୦୭.୩୯ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୪.୪୯ ଗତେ ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ

Advertisment

ଶୁଭ ସମୟ -

ପ୍ରାତଃ – ୦୬.୦୭ ରୁ ୦୭.୪୧
ଦିବା – ୧୦.୩୦ ରୁ ୧୧.୩୫
ଦିବା – ୦୧.୫୫ ରୁ ୦୫.୦୨
ସନ୍ଧ୍ୟା – ୦୬.୩୮ ରୁ ୧୦.୪୪
ରାତ୍ରି – ୦୨.୦୧ ରୁ ୦୩.୦୨
ନିଶାନ୍ତ - ୦୪.୩୪ ରୁ ୦୬.୦୭

ଅଶୁଭ ସମୟ -

ରାହୁକାଳ - ଦିବା ୧୧.୫୮ ରୁ ୦୧.୨୬
କାଳବେଳା – ଦିବା ୦୯.୦୩ ରୁ ୧୦.୩୦
ବାରବେଳା- ଦିବା ୧୧.୫୮ ରୁ ୦୧.୨୬ 
କାଳରାତ୍ରି – ରାତ୍ରି ୦୩.୦୨ ରୁ ୦୪.୩୪

Advertisment
Horoscope Panchang
Advertisment
Related Articles
Advertisment