Advertisment

Today Panchang 3rd January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ଧନୁ ମାସ ପୌଷ ଶୁକ୍ଳପକ୍ଷ। ଇଂରାଜୀ ୦୩ ତାରିଖ ଶନିବାର। ଚନ୍ଦ୍ର – ମିଥୁନ ଅହୋରାତ୍ର। ତିଥି - ପୂର୍ଣ୍ଣିମା ଦିବା ୦୩.୩୨ ଗତେ ପ୍ରତିପଦ। ଘାତଚନ୍ଦ୍ର - କନ୍ୟା ରାଶିର ଅହୋରାତ୍ର।

author-image
Deepak Acharya
Panchang Today 28th August 2024

ସୈାର ଧନୁ ମାସ ପୌଷ ଶୁକ୍ଳପକ୍ଷ। ଇଂରାଜୀ ୦୩ ତାରିଖ ଶନିବାର। ଚନ୍ଦ୍ର – ମିଥୁନ ଅହୋରାତ୍ର। ତିଥି - ପୂର୍ଣ୍ଣିମା ଦିବା ୦୩.୩୨ ଗତେ ପ୍ରତିପଦ। ଘାତଚନ୍ଦ୍ର - କନ୍ୟା ରାଶିର ଅହୋରାତ୍ର। ଘାତବାର –  ବୃଷ,ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ସନ୍ଧ୍ୟା ୦୫.୨୭ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ।
ଶୁଭ ସମୟ-
ପ୍ରାତଃ – ୦୭.୫୨ ରୁ ୦୯.୦୮
ଦିବା – ୧୨.୧୨ ରୁ ୦୧.୧୨
ଦିବା – ୦୨.୩୩ ରୁ ୦୩.୦୬
ଦିବା – ୦୩.୪୯ ରୁ ୦୩.୫୫
ରାତ୍ରି – ୦୨.୫୫ ରୁ ୦୩.୪୮
ଅଶୁଭ ସମୟ - 
ରାହୁକାଳ - ଦିବା ୦୯.୦୮ ରୁ ୧୦.୨୯
କାଳବେଳା - ପ୍ରାତଃ ୦୬.୨୫ ରୁ ୦୭.୪୭ ଓ ଦିବା ୦୩.୫୫ ରୁ ୦୫.୧୬
ବାରବେଳା - ଦିବା ୦୧.୧୨ ରୁ ୦୨.୩୩
କାଳରାତ୍ରି – ସନ୍ଧ୍ୟା ୦୫.୧୬ ରୁ ୦୬.୫୫ ଓ ନିଶାନ୍ତ ୦୪.୪୭ ରୁ ୦୬.୨୬

Advertisment
Panchang
Advertisment
Related Articles
Advertisment