/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)
ସୈାର ମକର ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀରେ ତାରିଖ ୩୧ ଶନିବାର। ଚନ୍ଦ୍ର- ମିଥୁନ ରାତ୍ରି ୦୮.୦୧ ଗତେ କର୍କଟ। ତିଥି – ୧୩ଶୀ ଦିବା ୦୮.୨୫ ଗତେ ୧୪ଶୀ ନିଶାନ୍ତ ୦୫.୫୨ ଗତେ ପୂର୍ଣ୍ଣିମା। ଘାତଚନ୍ଦ୍ର – କନ୍ୟା ରାଶିର ରାତ୍ରି ୦୮.୦୧ ପର୍ଯ୍ୟନ୍ତ। ଘାତବାର- ବୃଷ,ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୧.୩୪ ଗତେ ୧ପାଦ-କୃଷିିହାନି-ଭୂମିଦାନ।
ଶୁଭ ସମୟ-
ଦିବା – ୧୦.୩୬ ରୁ ୦୧.୦୬
ରାତ୍ରି – ୦୮.୦୮ ରୁ ୧୦.୪୨
ରାତ୍ରି – ୧୨.୨୫ ରୁ ୦୨.୦୮
ରାତ୍ରି – ୦୨.୫୯ ରୁ ୦୪.୪୨
ଅଶୁଭ ସମୟ-
ରାହୁକାଳ - ଦିବା ୦୯.୧୩ ରୁ ୧୦.୩୬
କାଳବେଳା - ପ୍ରାତଃ ୦୬.୨୫ ରୁ ୦୭.୪୯ ଓ ଦିବା ୦୪.୧୦ ରୁ ୦୫.୩୪
ବାରବେଳା- ଦିବା ୦୧.୨୩ ରୁ ୦୨.୪୭
କାଳରାତ୍ରି – ସନ୍ଧ୍ୟା ୦୫.୩୪ ରୁ ୦୭.୧୦ ଓ ନିଶାନ୍ତ ୦୪.୪୯ ରୁ ୦୬.୨୫
Advertisment
Advertisment



Related Articles
Modi’s Obesity Warning Sparks: ବିପଦ ଡାକୁଛି ଖାଇବା ତେଲ, ଘଣା ତେଲକୁ ଡାଏଟିସିଆନଙ୍କ ଗୁରୁତ୍ୱ
POSTED

Bhubaneswar Flat Prices Soar: ଜାଗା ପାଲଟିଛି ସ୍ୱପ୍ନ, ଫ୍ଲାଟରେ ହାତ ମାରିହେଉନି
POSTED

After Record High, Gold Prices Take a Break: ଖସୁଛି ଅଳପ ବଢୁଛି ବେଶୀ, ସୁନା-ରୁପା ଦରବୃଦ୍ଧିରେ ହାଲକା ବ୍ରେକ୍
POSTED

West Bengal Assembly Election: ବଙ୍ଗ ଦଖଲର ମଙ୍ଗ ଧରିବେ ଓଡ଼ିଶା ନେତା, ଫୋକସରେ ବେଙ୍ଗଲ୍ ଓଡ଼ିଆ ଭୋଟର୍
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)