Advertisment

Today Panchang 29th September 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କନ୍ୟା ମାସ ଅଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀ ୨୯ ତାରିଖ ସୋମବାର । ଚନ୍ଦ୍ର- ଧନୁ ଅହୋରାତ୍ର ତିଥି – ୭ମୀ ଦିବା ୦୪.୩୨ ଗତେ ୮ମୀ ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତବାର –  ମିଥୁନ ରାଶିର । ପୁଷ୍କର ଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୪.୩୨ ପର୍ଯ୍ୟନ୍ତ ।

author-image
Deepak Acharya
Panchang

ସୈାର କନ୍ୟା ମାସ ଅଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀ ୨୯ ତାରିଖ ସୋମବାର । ଚନ୍ଦ୍ର- ଧନୁ ଅହୋରାତ୍ର ତିଥି – ୭ମୀ ଦିବା ୦୪.୩୨ ଗତେ ୮ମୀ
ଘାତଚନ୍ଦ୍ର –  ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତବାର –  ମିଥୁନ ରାଶିର । ପୁଷ୍କର ଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୪.୩୨ ପର୍ଯ୍ୟନ୍ତ ।

Advertisment

ଶୁଭ ସମୟ-

ପ୍ରାତଃ – ୦୫.୪୦ ରୁ ୦୭.୦୯
ଦିବା – ୦୮.୫୦ ରୁ ୧୧.୧୩
ରାତ୍ରି – ୦୭.୫୮ ରୁ ୧୦.୦୬
ରାତ୍ରି – ୦୨.୨୬ ରୁ ୦୩.୧୫

ଅଶୁଭ ସମୟ -

ରାହୁକାଳ - ପ୍ରାତଃ ୦୭.୦୯ ରୁ ୦୮.୩୮
କାଳବେଳା – ପ୍ରାତଃ ୦୭.୦୯ ରୁ ୦୮.୩୮
ବାରବେଳା- ଦିବା ୦୨.୩୫ ରୁ ୦୪.୦୪
କାଳରାତ୍ରି – ରାତ୍ରି ୧୦.୦୬ ରୁ ୧୧.୩୬

Advertisment
Astrology Panchang
Advertisment
Related Articles
Advertisment