/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)
ସୈାର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୨୯ ତାରିଖ ସୋମବାର। ଚନ୍ଦ୍ର – ମୀନ ପ୍ରାତଃ ୦୭.୪୦ ଗତେ ମେଷ। ତିଥି - ୯ମୀ ଦିବା ୧୦.୧୨ ଗତେ ୧୦ମୀ। ଘାତଚନ୍ଦ୍ର – ଧନୁ ରାଶିର , ପ୍ରାତଃ ୦୭.୪୦ ଗତେ ମେଷ ରାଶିର। ଘାତବାର – ମିଥୁନ ରାଶିର। ପୁଷ୍କର ଦୋଷ – ନାସ୍ତି
ଶୁଭ ସମୟ-
ପ୍ରାତଃ – ୦୬.୨୪ ରୁ ୦୭.୪୫
ଦିବା – ୦୯.୧୭ ରୁ ୧୧.୨୭
ରାତ୍ରି – ୦୭.୫୧ ରୁ ୧୦.୧୦
ରାତ୍ରି – ୦୨.୫୩ ରୁ ୦୩.୪୬
ଅଶୁଭ ସମୟ -
ରାହୁକାଳ - ପ୍ରାତଃ ୦୭.୪୫ ରୁ ୦୯.୦୬
କାଳବେଳା - ପ୍ରାତଃ ୦୭.୪୫ ରୁ ୦୯.୦୬
ବାରବେଳା - ଦିବା ୦୨.୩୧ ରୁ ୦୩.୫୨
କାଳରାତ୍ରି – ରାତ୍ରି ୧୦.୧୦ ରୁ ୧୧.୪୮
Advertisment
Advertisment



Related Articles
Bargarh DhanuJatra: ରାଗିଗଲେ ମଥୁରା ନରେଶ , ସରକାରୀ କର୍ମଚାରୀଙ୍କୁ କଷିଲେ ଫାଇନ୍
POSTED

Tragic End to Marital Dispute: ରାସ୍ତାରେ ବାଇକ୍ ରଖି ବିଷ ପିଇ ଦେଲେ ବାପା-ମା , ରାତିସାରା ଜଙ୍ଗଲରେ ଜଗି ରହିଥିଲା ୫ ବର୍ଷିୟ ପୁଅ
POSTED

Pain Behind the Performance: ପୁଅ ମୃତ୍ୟୁର ଦୁଇ ଦିନ ପରେ ମଞ୍ଚକୁ ଫେରିଲେ ଅଭିନେତ୍ରୀ , ଯାତ୍ରା ସିଂହବାହିନୀର ଅଭିନେତ୍ରୀ ତମସା ମିଶ୍ର
POSTED

Inventory Delay Raises Questions: କେବେ ହେବ ରତ୍ନଭଣ୍ଡାରର ଗଣତି ମଣତି ? ମନ୍ତ୍ରୀ କହିଲେ ରଥ ପୂର୍ବରୁ ସାରିବାକୁ ନିଷ୍ପତ୍ତି ନେଇଛି କମିଟି
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)