Advertisment

Today Panchang 24th September 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କନ୍ୟା ମାସ ଅଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀ ୨୪ ତାରିଖ ବୁଧବାର । ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି – ୩ୟା ଅହୋରାତ୍ର । ଘାତଚନ୍ଦ୍ର – ନାସ୍ତି । ଘାତବାର – କର୍କଟ ରାଶିର । ପୁଷ୍କର ଦୋଷ – ନାସ୍ତି।

author-image
Deepak Acharya
undefined

ସୈାର କନ୍ୟା ମାସ ଅଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀ ୨୪ ତାରିଖ ବୁଧବାର । ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି – ୩ୟା ଅହୋରାତ୍ର । ଘାତଚନ୍ଦ୍ର – ନାସ୍ତି । ଘାତବାର –  କର୍କଟ ରାଶିର । ପୁଷ୍କର ଦୋଷ – ନାସ୍ତି।
ଶୁଭ ସମୟ-
ପ୍ରାତଃ – ୦୫.୩୯ ରୁ ୦୮.୦୩
ଦିବା – ୧୦.୨୬ ରୁ ୧୧.୩୮
ଦିବା – ୦୧.୩୮ ରୁ ୦୪.୦୧
ସନ୍ଧ୍ୟା – ୦୬.୨୫ ରୁ ୦୭.୧୩
ରାତ୍ରି – ୦୮.୫୦ ରୁ ୦୨.୩୯
ରାତ୍ରି – ୦୪.୦୯ ରୁ ୦୫.୩୯
ଅଶୁଭ ସମୟ - 
ରାହୁକାଳ - ଦିବା ୧୧.୩୮ ରୁ ୦୧.୦୮
କାଳବେଳା – ଦିବା ୦୮.୩୯ ରୁ ୧୦.୦୮
ବାରବେଳା- ଦିବା ୧୧.୩୮ ରୁ ୦୧.୦୮
କାଳରାତ୍ରି – ରାତ୍ରି ୦୨.୩୯ ରୁ ୦୪.୦୯

Advertisment
Astrological Prediction Astrology Panchang
Advertisment
Advertisment