Advertisment

Today Panchang 22nd January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ମକର ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀ  ତାରିଖ ୨୨ ଗୁରୁବାର। ଚନ୍ଦ୍ର – କୁମ୍ଭ ଅହୋରାତ୍ର। ତିଥି – ୪ର୍ଥୀ ରାତ୍ରି ୦୨.୨୮ ଗତେ ୫ମୀ। ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର ଅହୋରାତ୍ର।

author-image
Deepak Acharya
Panchang Today 28th August 2024

ସୈାର ମକର ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀ  ତାରିଖ ୨୨ ଗୁରୁବାର। ଚନ୍ଦ୍ର – କୁମ୍ଭ ଅହୋରାତ୍ର। ତିଥି – ୪ର୍ଥୀ ରାତ୍ରି ୦୨.୨୮ ଗତେ ୫ମୀ। ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର ଅହୋରାତ୍ର। ଘାତବାର –  ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ – ଦିବା ୦୨.୨୬ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।
ଶୁଭ ସମୟ – 
ପ୍ରାତଃ – ୦୬.୨୭ ରୁ ୦୭.୫୫
ଦିବା – ୧୦.୫୨ ରୁ ୦୧.୦୪
ରାତ୍ରି – ୦୨.୫୯ ରୁ ୦୩.୫୧
ଅଶୁଭ ସମୟ - 
ରାହୁକାଳ – ଦିବା ୦୧.୨୦ ରୁ ୦୨.୪୩
କାଳବେଳା – ଦିବା ୦୨.୪୩ ରୁ ୦୪.୦୬
ବାରବେଳା – ଦିବା ୦୪.୦୬ ରୁ ୦୫.୨୮
କାଳରାତ୍ରି  - ରାତ୍ରି ୧୧.୫୮ ରୁ ୦୧.୩୫

Advertisment
Horoscope
Advertisment
Related Articles
Advertisment