Advertisment

Today Panchang 18th October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀ ୧୮ ତାରିଖ ଶନିବାର । ଚନ୍ଦ୍ର – ସିଂହ ରାତ୍ରି ୧୦.୧୨ ଗତେ କନ୍ୟା । ତିଥି - ୧୨ଶୀ ଦିବା ୧୨.୧୯ ଗତେ ୧୩ଶୀ । ଘାତଚନ୍ଦ୍ର – କର୍କଟ ଓ ମକର ରାଶିର , ରାତ୍ରି ୧୦.୧୨ ଗତେ ବୃଷ ରାଶିର ।

author-image
Deepak Acharya
undefined

ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀ ୧୮ ତାରିଖ ଶନିବାର । ଚନ୍ଦ୍ର – ସିଂହ ରାତ୍ରି ୧୦.୧୨ ଗତେ କନ୍ୟା । ତିଥି - ୧୨ଶୀ ଦିବା ୧୨.୧୯ ଗତେ ୧୩ଶୀ । ଘାତଚନ୍ଦ୍ର – କର୍କଟ ଓ ମକର ରାଶିର , ରାତ୍ରି ୧୦.୧୨ ଗତେ ବୃଷ ରାଶିର । ଘାତବାର –  ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୧୨.୧୯ ଗତେ ୧ପାଦ-କୃଷିହାନି-ଭୂମିଦାନ ଦିବା ୦୩.୪୨ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

Advertisment

ଶୁଭ ସମୟ-

ପ୍ରାତଃ – ୦୭.୧୮ ରୁ ୦୮.୩୮
ଦିବା – ୧୧.୫୪ ରୁ ୧୨.୫୮
ଦିବା – ୦୨.୨୪ ରୁ ୦୨.୫୯
ଦିବା – ୦୩.୪୫ ରୁ ୦୩.୫୧
ରାତ୍ରି – ୦୨.୨୬ ରୁ ୦୩.୧୬

ଅଶୁଭ ସମୟ -

ରାହୁକାଳ - ଦିବା ୦୮.୩୮ ରୁ ୧୦.୦୫
କାଳବେଳା - ପ୍ରାତଃ ୦୫.୪୫ ରୁ ୦୭.୧୨ ଓ ଦିବା ୦୩.୫୧ ରୁ ୦୫.୧୭
ବାରବେଳା- ଦିବା ୧୨.୫୮ ରୁ ୦୨.୨୪
କାଳରାତ୍ରି – ସନ୍ଧ୍ୟା ୦୫.୧୭ ରୁ ୦୬.୫୧ ଓ ରାତ୍ରି ୦୪.୧୨ ରୁ ୦୫.୪୬

Advertisment
Panchang
Advertisment
Related Articles
Advertisment