/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
ସୈାର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀ ୧୪ ତାରିଖ ମଙ୍ଗଳବାର । ଚନ୍ଦ୍ର – ମିଥୁନ ପ୍ରାତଃ ୦୫.୫୯ ଗତେ କର୍କଟ । ତିଥି - ୮ମୀ ଦିବା ୧୧.୦୯ ଗତେ ୯ମୀ। ଘାତଚନ୍ଦ୍ର – କନ୍ୟା ରାଶିର ପ୍ରାତଃ ୦୫.୫୯ ପର୍ଯ୍ୟନ୍ତ। ଘାତବାର – ମକର ରାଶିର । ପୁଷ୍କର ଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୧୧.୫୫ ଗତେ ୧ପାଦ-କୃଷିହାନି-ଭୂମିଦାନ ।
Advertisment
ଶୁଭ ସମୟ-
ପ୍ରାତଃ – ୦୫.୪୪ ରୁ ୦୬.୩୦
ଦିବା – ୦୮.୩୮ ରୁ ୧୧.୦୯
ସନ୍ଧ୍ୟା – ୦୫.୨୦ ରୁ ୦୬.୫୩
ରାତ୍ରି – ୦୮.୨୬ ରୁ ୦୮.୩୯
ରାତ୍ରି – ୦୯.୨୮ ରୁ ୧୧.୫୭
ରାତ୍ରି – ୦୧.୩୬ ରୁ ୦୩.୧୬
ରାତ୍ରି – ୦୪.୦୫ ରୁ ୦୫.୪୪
ଅଶୁଭ ସମୟ -
ରାହୁକାଳ - ଦିବା ୦୨.୨୬ ରୁ ୦୩.୫୩
କାଳବେଳା - ଦିବା ୧୨.୫୯ ରୁ ୦୨.୨୬
ବାରବେଳା- ପ୍ରାତଃ ୦୭.୧୧ ରୁ ୦୮.୩୮
କାଳରାତ୍ରି – ସନ୍ଧ୍ୟା ୦୬.୫୩ ରୁ ୦୮.୨୬
Advertisment
Advertisment


Related Articles
Gunshots Rock Capital Once Again: ପୁଣି ରାଜଧାନୀରେ ଗର୍ଜିଲା ବନ୍ଧୁକ, ଦୁର୍ବୃତ୍ତଙ୍କ ଗୁଳିରେ ଟଳିପଡ଼ିଲେ AIIMS କର୍ମଚାରୀ
POSTED

SI Recruitment Scam: ଆଉ ଖସି ପାରିବେନି SI ପରୀକ୍ଷା ଜାଲିଆତି କିଙ୍ଗପିନ୍, ଫେରାର ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି ନାଁରେ ଲୁକଆଉଟ୍ ସର୍କୁଲାର
POSTED

BJD in Tension After Jay Dholakia Shock: ଜୟ ଢୋଲକିଆ ଝଟକା ପରେ ଟେନସନରେ ବିଜେଡି, ନୂଆ ମୁହଁ ବାଛିବାକୁ ନୂଆପଡାରେ କୋର୍ କମିଟି ଝାଳନାଳ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)