Advertisment

Today Panchang 13th October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀ ୧୩ ତାରିଖ ସୋମବାର । ଚନ୍ଦ୍ର – ମିଥୁନ ଅହୋରାତ୍ର । ତିଥି – ୭ମୀ ଦିବା ୧୨.୨୪ ଗତେ ୮ମୀ । ଘାତଚନ୍ଦ୍ର – କନ୍ୟା ରାଶିର ଅହୋରାତ୍ର।

author-image
Deepak Acharya
undefined

ସୈାର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀ ୧୩ ତାରିଖ ସୋମବାର । ଚନ୍ଦ୍ର – ମିଥୁନ ଅହୋରାତ୍ର । ତିଥି – ୭ମୀ ଦିବା ୧୨.୨୪ ଗତେ ୮ମୀ । ଘାତଚନ୍ଦ୍ର – କନ୍ୟା ରାଶିର ଅହୋରାତ୍ର। ଘାତବାର – ମିଥୁନ ରାଶିର । ପୁଷ୍କର ଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ-ଦିବା ୧୨.୨୪ ପର୍ଯ୍ୟନ୍ତ,ତା’ପରେ ଦିବା ୧୨.୨୮ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନଦାନ ।

Advertisment

ଶୁଭ ସମୟ

ପ୍ରାତଃ – ୦୫.୪୪ ରୁ ୦୭.୧୧
ଦିବା – ୦୮.୫୦ ରୁ ୧୧.୦୯
ରାତ୍ରି – ୦୭.୪୯ ରୁ ୧୦.୦୦
ରାତ୍ରି – ୦୨.୨୬ ରୁ ୦୩.୧୫

ଅଶୁଭ ସମୟ 

ରାହୁକାଳ - ପ୍ରାତଃ ୦୭.୧୧ ରୁ ୦୮.୩୮
କାଳବେଳା - ପ୍ରାତଃ ୦୭.୧୧ ରୁ ୦୮.୩୮
ବାରବେଳା- ଦିବା ୦୨.୨୭ ରୁ ୦୩.୫୪
କାଳରାତ୍ରି – ରାତ୍ରି ୧୦.୦୦ ରୁ ୧୧.୩୨

Advertisment
Advertisment