Advertisment

Today Panchang 10th October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀ ୧୦ ତାରିଖ ଶୁକ୍ରବାର। ଚନ୍ଦ୍ର – ବୃଷ ଅହୋରାତ୍ର। ତିଥି – ୪ର୍ଥୀ ରାତ୍ରି ୦୭.୩୮ ଗତେ ୫ମୀ। ଘାତଚନ୍ଦ୍ର – ବିଛା ରାଶିର ଅହୋରାତ୍ର। ଘାତବାର –  ବିଛା,ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୩୧ ପର୍ଯ୍ୟନ୍ତ।

author-image
Deepak Acharya
undefined

ସୈାର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀ ୧୦ ତାରିଖ ଶୁକ୍ରବାର। ଚନ୍ଦ୍ର – ବୃଷ ଅହୋରାତ୍ର। ତିଥି – ୪ର୍ଥୀ ରାତ୍ରି ୦୭.୩୮ ଗତେ ୫ମୀ। ଘାତଚନ୍ଦ୍ର – ବିଛା ରାଶିର ଅହୋରାତ୍ର। ଘାତବାର –  ବିଛା,ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୩୧ ପର୍ଯ୍ୟନ୍ତ।

Advertisment

ଶୁଭ ସମୟ-

ପ୍ରାତଃ – ୦୫.୪୩ ରୁ ୦୬.୩୦
ପ୍ରାତଃ – ୦୭.୧୬ ରୁ ୦୮.୩୮
ଦିବା – ୧୧.୫୬ ରୁ ୦୩.୦୩
ଦିବା – ୦୩.୫୦ ରୁ ୦୫.୨୩
ସନ୍ଧ୍ୟା – ୦୬.୨୩ ରୁ ୦୮.୨୮
ରାତ୍ରି – ୧୧.୫୮ ରୁ ୦୧.୩୭
ରାତ୍ରି – ୦୨.୨୬ ରୁ ୦୪.୦୪

ଅଶୁଭ ସମୟ -

ରାହୁକାଳ - ଦିବା ୧୦.୦୫ ରୁ ୧୧.୩୩
କାଳବେଳା – ଦିବା ୧୦.୦୫ ରୁ ୧୧.୩୩
ବାରବେଳା- ଦିବା ୦୮.୩୮ ରୁ ୧୦.୦୫
କାଳରାତ୍ରି – ରାତ୍ରି ୦୮.୨୮ ରୁ ୧୦.୦୧

Advertisment
Panchang
Advertisment
Advertisment