Advertisment

Terrifying Explosion: ବାଣ ବିସ୍ଫୋରଣ; ଜଣେ ମୃତ, ୩ ଗୁରୁତର

ବାଣ ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ବାଣ ଭିଡୁଥିବା ବେଳେ ହୋଇଥିଲା ଭୟଙ୍କର ବିସ୍ଫୋରଣ।

Terrifying Explosion

Terrifying Explosion Photograph: (OTV)

Advertisment

ବାଣ ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ବାଲିପାଟଣା ଥାନା ନରିଶୋ ନିଧି ସାହିରେ ଗତକାଲି ରାତିରେ ଏହି ବିସ୍ଫୋରଣ ହୋଇଥିଲା। ବାଣ ଭିଡୁଥିବା ବେଳେ ହୋଇଥିଲା ଭୟଙ୍କର ବିସ୍ଫୋରଣ। 

Advertisment

ଏତେ ଜୋରରେ ବିସ୍ଫୋରଣ ହୋଇଥିଲା ଯେ ସଂପୂର୍ଣ୍ଣ ଧ୍ବଂସ ହୋଇଛି ବାଣ କାରଖାନା। ମୃତକ ହେଲେ ଅଭିନା କାଣ୍ଡି। ଅନ୍ୟ ୩ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅଧିକ ଖୋଳତାଡ କରୁଛି ବାଲିପାଟଣା ଥାନା ପୋଲିସ। ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି।

ବାଣ ବିସ୍ଫୋରଣରେ ଜଣେ ମୃତ
ଭୟଙ୍କର ବାଣ ବିସ୍ଫୋରଣରେ ଜଣେ ମୃତ, ୩ ଗୁରୁତର
ବାଲିପାଟଣା ନରିଶୋ ନିଧି ସାହିରେ ବାଣ ବିସ୍ଫୋରଣ
ବାଣ ଭିଡୁଥିବା ବେଳେ ଭୟଙ୍କର ବିସ୍ଫୋରଣ
ବାଣ କାରଖାନା ସଂପୂର୍ଣ୍ଣ ଧ୍ବଂସ, ୩ ଗୁରୁତର କଟକ ସ୍ଥାନାନ୍ତର

Advertisment
Firecracker Explosion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ