Advertisment

Tragedy During Picnic: ପିକନିକ୍ କରିବାକୁ ଯାଇ ବୁଡ଼ିଗଲେ ଦୁଇ ଭାଇ, ଜଣଙ୍କର ମିଳିଛି ମୃତଦେହ

ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ପାଦ ଦେଶରେ ଥିବା ସୀତାକୁଣ୍ଡ ଝରଣାରେ ଆଜି ଦୁଇ ଜଣ ବୁଡିଯାଇଥିବା ଜଣାପଡିଛି। ଭଦ୍ରକରୁ କିଛି ଲୋକ ଆଜି ଭୋଜି କରିବାକୁ ସୀତାକୁଣ୍ଡ ଯାଇଥିଲେ ।

author-image
Tapan Swain
DROWNING

DROWNING Photograph: (OTV)

ପର୍ଯ୍ୟଟନ ଋତୁରେ ବଡ ଅଘଟଣ। ଭୋଜି କରିବାକୁ ଆସି ବୁଡିଗଲେ ଦୁଇ ଭାଇ। ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ପାଦ ଦେଶରେ ଥିବା ସୀତାକୁଣ୍ଡ ଝରଣାରେ ଆଜି ଦୁଇ ଜଣ ବୁଡିଯାଇଥିବା ଜଣାପଡିଛି। ଭଦ୍ରକରୁ କିଛି ଲୋକ ଆଜି ଭୋଜି କରିବାକୁ ସୀତାକୁଣ୍ଡ ଯାଇଥିଲେ । 

Advertisment

ଦୁଇଜଣ ଯୁବକ ସୀତାକୁଣ୍ଡର ଜଳରାଶିରେ ଗାଧେଇବାକୁ ଓହ୍ଲାଇ ଥିବା ବେଳେ ପାଣିରୁ ଆଉ ବାହାରି ପାରି ନ ଥିଲେ । ଉପସ୍ଥିତ ଅନ୍ୟ ଲୋକ ମାନେ ମଧ୍ୟ ହଠାତ କିଛି ସହଯୋଗ କରିପାରିନଥିଲେ। ଶାମାଖୁଣ୍ଟାରୁ ଦମକଳ ବାହିନୀ ଯାଇ ପାଣି ଭିତରୁ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି ।

ଭଦ୍ରକରୁ ଯାଇଥିଲେ

ତାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଦୁଇ ଭାଇଙ୍କ ବୟସ ପ୍ରାୟ ୪୦ ବର୍ଷ ପାଖାପାଖି ହେବ ।
ପିକନିକ୍ କରିବାକୁ  ସେମାନେ ପରିବାର ସହ ଭଦ୍ରକରୁ ଯାଇଥିଲେ । 

Advertisment

ଶିମିଳିପାଳ ସୀତାକୁଣ୍ଡରେ ବୁଡ଼ିଗଲେ ୨ ଭାଇ
ଗାଧୋଇବା ବେଳେ ଅଘଟଣ, ବୁଡ଼ିଗଲେ ୨ ଭାଇ 
ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ
ଉଭୟ ଭାଇଙ୍କ ବୟସ ପ୍ରାୟ ୪୦ ବର୍ଷ ସୂଚନା
ପିକନିକ୍ କରିବାକୁ ପରିବାର ସହ ଭଦ୍ରକରୁ ଆସିଥିଲେ

Drowning
Advertisment
Related Articles
Advertisment