Accident Photograph: (OTV)
ଅଟୋକୁ ଧକ୍କା ଦେଲା ହାଇୱା। ଦୁର୍ଘଟଣାରେ ୩ଜଣ ଗୁରୁତର। ଜଳେଶ୍ୱର ଥାନା ଟାଉନ ହାଇସ୍କୁଲ ସାମ୍ନାରେ ଦୁର୍ଘଟଣା ଘଟିଛି। ୪ ଯାତ୍ରୀଙ୍କୁ ନେଇ ଜଳେଶ୍ବର ଷ୍ଟେସନ ଯାଉଥିବା ବେଳେ ଅଟୋକୁ ବାଲି ବୋଝେଇ ହାଇୱା ଧକ୍କା ଦେଇଥିଲା।
ଦୁର୍ଘଟଣାରେ ଅଟୋଟି ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ୩ ଜଣ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ଗୁରୁତରଙ୍କ ଘର ପଶ୍ଚିମବଙ୍ଗ ବୋଲି ଜଣାପଡିଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି।
ଅଟୋକୁ ଧକ୍କା ଦେଲା ହାଇୱା
ଦୁର୍ଘଟଣାରେ ୩ଜଣ ଗୁରୁତର
ଜଳେଶ୍ୱର ଥାନା ଟାଉନ ହାଇସ୍କୁଲ ସାମ୍ନାରେ ଦୁର୍ଘଟଣା
ଗୁରୁତରଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର
ସମସ୍ତ ଗୁରୁତରଙ୍କ ଘର ପଶ୍ଚିମବଙ୍ଗ
ଘଟଣାସ୍ଥଳରେ ଉତ୍ତେଜନା, ପୋଲିସର ତଦନ୍ତ ଜାରି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/22/accident-2026-01-22-09-43-01.jpg)