Advertisment

Accident: ଅଟୋ ଉପରେ ଚଢିଗଲା ବାଲେନୋ କାର୍, ଗାଡ଼ି ଭିତରୁ ମିଳିଲା ବଡ଼ ସୁରାକ

ଜୟଦେବବିହାର ଛକରେ ଅଟୋ ଉପରେ ଚଢିଗଲା ବାଲେନୋ କାର୍। ଦୁର୍ଘଟଣାଗ୍ରସ୍ତ କାରରେ ଲାଗିଛି ପୋଲିସ ଷ୍ଟିକର। ନିଜକୁ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟର ଆଇନ ଛାତ୍ର ବୋଲି କୁହାଯାଉଛି।

Accident

Accident Photograph: (OTV)

Advertisment

ଭୁବନେଶ୍ବର ଜୟଦେବବିହାର ଛକରେ ଅଟୋ ଉପରେ ଚଢିଗଲା ବାଲେନୋ କାର୍। ଗାଡିରେ ଲାଗିଛି ପୋଲିସ ଷ୍ଟିକର । କାରରେ ଥିବା ଦୁଇ ଜଣ ଯୁବକ ପ୍ରଚୁର ମଦ୍ୟପାନ କରିଥିବା ବେଳେ ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟର ଆଇନ ଛାତ୍ର ବୋଲି କୁହାଯାଉଛି । 

Advertisment

ଗାଡ଼ି ଭିତରେ ମଦ ବୋତଲ ପଡିଥିବା ଦେଖିବାକୁ ମିଳିଛି। ଉଭୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ଲୋକ ଦାବି କରିବା ସହ ରାସ୍ତାରୋକ କରିଥିଲେ। ପୋଲିସ ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଆହତ ଅଟୋ ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।

Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ