Advertisment

Cold Wave: ପୁଣି ଫେରିବ ଶୀତ, ହାଡ଼ଭଙ୍ଗା ଜାଡ଼ରେ ଜନଜୀବନ କଲବଲ ହେବ

ରାଜ୍ୟକୁ ପୁଣି ଫେରିବ ଶୀତ, ବଢିବ ଜାଡ଼। ଆକାଶରେ ବାଦଲ ଆଛାଦାନ ହଟିବା ପରେ ଖସିବ ପାରଦ। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

Cold Wave

Cold Wave Photograph: (OTV)

Advertisment

ରାଜ୍ୟକୁ ପୁଣି ଫେରିବ ଶୀତ। ଆଜିଠୁ ପୁଣି ଥରାଇବ। ଆକାଶରେ ବାଦଲ ଆଛାଦାନ ହଟିବା ପରେ ପୁଣି ଖସିବ ପାରଦ। ଏଥିସହ ପୁଣି ବଢିବ ଜାଡ଼। ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୨-୩ ଦିନରେ ରାତିର ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ଯାଏଁ ହ୍ରାସ ପାଇପାରେ। 

Advertisment

ତାପରେ ବି ପରିବର୍ତ୍ତନ ସମ୍ଭାବନା ନଥିବାରୁ ପୁଣି ହାଡ଼ଭଙ୍ଗା ଜାଡ଼ରେ ଜନଜୀବନ କଲବଲ ହୋଇପାରେ। ସକ୍ରିୟ ଗଭୀର ଅବପାତରେ ଉପର ବାଦଲ ଆଚ୍ଛାଦିତ କାରଣରୁ ଗତକାଲିଠାରୁ ତାପମାତ୍ରା ସାମାନ୍ୟ ବଢ଼ିଥିଲା। ଶନିବାର ରାତିରୁ ଶୀତର ପ୍ରଭାବ କମିଥିବା ବେଳେ ଆଜିଠୁ ପୁଣି ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆଜିଠୁ ପୁଣି ବଢ଼ିବ ଶୀତ
ରାଜ୍ୟକୁ ପୁଣି ଫେରିବ ଶୀତ, ବଢିବ ଜାଡ଼
ଆକାଶରେ ବାଦଲ ଆଛାଦାନ ହଟିବା ପରେ ଖସିବ ପାରଦ
ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ
ରାତିର ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇପାରେ
ପୁଣି ହାଡ଼ଭଙ୍ଗା ଜାଡ଼ରେ ଜନଜୀବନ କଲବଲ ହୋଇପାରେ
ସକ୍ରିୟ ଗଭୀର ଅବପାତରେ ଉପର ବାଦଲ ଆଚ୍ଛାଦିତ କାରଣରୁ ବଢ଼ିଥିଲା ତାପମାତ୍ରା  
ଶନିବାର ରାତିରୁ ଶୀତର ପ୍ରଭାବ କମିଥିବା ବେଳେ ଆଜିଠୁ ପୁଣି ବଢ଼ିବ

Advertisment
Cold Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ