#ପ୍ରେମିକ_ସହ_ମିଶି_ସ୍ବାମୀକୁ_ହତ୍ୟା
ପ୍ରେମିକ ସହ ମିଶି ସ୍ବାମୀକୁ ମାରିଲା ପତ୍ନୀ। ପରକିୟା ପ୍ରୀତି ପାଇଁ ବଳି ପଡିଲା ସ୍ବାମୀ ସ୍ତ୍ରୀ ସମ୍ପର୍କ। କିଛିଦିନ ତଳେ ସନ୍ଦେହଜନକ ଭାବେ ମିଳିଥିଲା ସ୍ବାମୀଙ୍କ ମୃତଦେହ, ଘଟଣାର ପର୍ଦ୍ଦାଫାଶ ପରେ ଆସିଲା ସାଂଘାତିକ ତଥ୍ୟ। ସପ୍ତାହେ ତଳେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ପଞ୍ଚାୟତ ସମିତି ସ୍କୁଲ ନିକଟରୁ ସନ୍ଦେହ ଜନକ ଅବସ୍ଥାରେ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଥାନା ଜଡ଼ିବିଲ ଗ୍ରାମର ବିରଞ୍ଚି ନାରାୟଣ ମହାନ୍ତଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏବେ ଏହି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ସ୍ତ୍ରୀ ଓ ପ୍ରେମିକ ମିଶି ବିରଞ୍ଚିଙ୍କୁ ହତ୍ୟା କରିଥିବା ପୋଲିସ କହିଛି। ଉଭୟ ସ୍ତ୍ରୀ ଓ ପ୍ରେମିକକୁ ଗିରଫ କରି ହତ୍ୟା ଘଟଣାର ସିନ ରିକ୍ରିଏସନ କରିଛି ପୋଲିସ।
#KeonjharCrime#MurderCase#AffairTurnsFatal#OdishaTV#OTV
A shocking case of betrayal and murder has come to light in Keonjhar district. Police have arrested a woman and her lover for allegedly killing her husband, identified as Biranchi Narayan Mohant from Jadibila village under Thakurmunda Police Station in Mayurbhanj district.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)