ରାଜ୍ୟସଭା ନିର୍ବାଚନ ୫ ଜଣ ପ୍ରାର୍ଥୀ ସତ୍ୟପାଠରେ ସେମାନଙ୍କ ସମ୍ପତ୍ତି ତାଲିକା ଦେଇଛନ୍ତି । ଏହି ତାଲିକାରେ ସବୁଠାରୁ ଧନୀ ହେଉଛନ୍ତି ସଂତୃପ୍ତ ମିଶ୍ର । ସଂତୃପ୍ତଙ୍କ ନିକଟରେ ପ୍ରାୟ ୫୧୨.୯୦ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି । ତାଙ୍କ ପତ୍ନୀ ନିକଟରେ ୨୦. ୪୮ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ସଂତୃପ୍ତଙ୍କ ସ୍ଥାବର ସମ୍ପତ୍ତିର ବଜାର ମୂଲ୍ୟ ୫୩. ୦୬ କୋଟି ଟଙ୍କା । ତାଙ୍କ ପତ୍ନୀଙ୍କ ନାଁରେ ପାଖାପାଖି ୭ କୋଟି ଟଙ୍କାର ଋଣ ଅଛି । ଦିଲ୍ଲୀପ ରାୟ ଦେଇଥିବା ସତ୍ୟପାଠ ଅନୁଯାୟୀ ତାଙ୍କ ନିକଟରେ ଥିବା ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩୯୧.୬୨ କୋଟି ଟଙ୍କା । ତାଙ୍କ ପତ୍ନୀଙ୍କ ନାଁରେ ବି ୧୧.୧୬ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ରହିଛି । ଦିଲ୍ଲୀପଙ୍କ ନିକଟରେ ୪୫.୫୦ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ଏହାମଧ୍ୟରେ ନିଜର ୨୫.୫୦ କୋଟି ଟଙ୍କା ହୋଇଥିବା ବେଳେ ଉତ୍ତରାଧିକାରୀ ସୂତ୍ରରେ ତାଙ୍କୁ ମିଳିଛି ୨୦ କୋଟି ଟଙ୍କା । ସେହିପରି ମନମୋହନ ସାମଲଙ୍କ ନିକଟରେ ଥିବା ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପାଖାପାଖି ୪୪ ଲକ୍ଷ ଟଙ୍କା। ତାଙ୍କ ପତ୍ନୀଙ୍କ ପରିବହନ ବ୍ୟବସାୟ ଥିଲା ବେଳେ ତାଙ୍କ ନାଁରେ ରହିଛି ୨ କୋଟି ୮୬ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି।
#OdishaPolitics_SantruptMisra#OdishaPolitics_DilipRay
#RajyaSabhaElection_Odisha#OdishaLeaders_ManmohanSamal
#CandidateAffidavit#AssetDeclaration#ElectionTransparency
#IndianPolitics#OTV
Five candidates contesting the Rajya Sabha election from Odisha have submitted affidavits declaring their assets. According to the disclosures, Santrupt Misra emerges as the richest candidate, with movable assets worth about ₹512.90 crore and immovable assets valued at around ₹53.06 crore. His wife holds movable assets worth ₹20.48 crore and has a loan of nearly ₹7 crore.
As per the affidavit, Dilip Ray has movable assets worth ₹391.62 crore and immovable assets worth ₹45.50 crore, including ₹25.50 crore self-acquired and ₹20 crore inherited property. His wife owns assets worth ₹11.16 crore.
Meanwhile, Manmohan Samal declared movable assets worth about ₹44 lakh and immovable assets worth ₹1.30 crore, while his wife owns property worth ₹2.86 crore and has a loan of ₹75 lakh. Datteshwar Hota reported immovable assets worth ₹4.92 crore and movable assets worth ₹3.33 crore. Sujit Kumar declared immovable assets of ₹3.85 crore and movable assets of ₹1.09 crore, with additional assets in his wife’s name.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)