ପ୍ରେମ କରିବାକୁ ଡାକି ମର୍ଡର କଲା। ନୂଆ ପ୍ରେମିକ ପାଇ ପୁରୁଣାର ଜୀବନ ନେଲା ! ପ୍ରେମିକାର ପ୍ରେମରେ ଅମୃତ କମ୍ ବିଷ ବେଶୀ ! ମଧୁର କଥା କହି ଡାକିଲା ପାହାଡ ଉପରକୁ, ଛୁରି ଭୁସି ଠେଲିଦେଲା ତଳକୁ !
ଏହି ହତ୍ୟାକାଣ୍ଡ ପ୍ରେମ ବ୍ୟାପାରକୁ ନେଇ ଘଟିଛି ବୋଲି ଜଣାପଡ଼ିଲା। ଅଭୟ ଜଣେ ନାବାଳିକାଙ୍କୁ ଦୁଇ ବର୍ଷ ଧରି ପ୍ରେମ କରୁଥିଲେ। ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ। ହେଲେ ମଝିରେ ଏଣ୍ଟ୍ରି ମାରିଥିଲା ଥାର୍ଡ ପର୍ସନ ଆଶୁତୋଷ ମିଶ୍ର ଓରଫ୍ ଅମନ। ଧିରେଧିରେ ସଂପୃକ୍ତ ନାବାଳିକାଙ୍କ ସହ ସେ ଘନିଷ୍ଠ ହୋଇଥିଲା ଏବଂ ନାବାଳିକା ଓ ଆଶୁତୋଷ ପ୍ରେମ ରାଇଜରେ ଉଡ଼ିବୁଲିଲେ। ଏଣେ ପ୍ରେମିକାଠୁ ଧୋକାଖାଇ ବିଚଳିତ ହୋଇପଡ଼ିଥିଲେ ଅଭୟ। ସେ ଭୁଲିପାରୁନଥିଲେ ନାବାଳିକାଙ୍କୁ। ସେଥିପାଇଁ ତାଙ୍କୁ ବିଭିନ୍ନ ସମୟରେ ଫୋନ୍ କରି କଥା ହେବାକୁ ବାଧ୍ୟ କରୁଥିଲେ। ନୂଆ ବୟଫ୍ରେଣ୍ଡ୍ ସହ ନାବାଳିକାର ପ୍ରେମରେ ବାଧା ସାଜୁଥିଲେ ଅଭୟ। ତେଣୁ ତାକୁ ରାସ୍ତାରୁ ହଟାଇବାକୁ ତିଆରି ହେଲା ବ୍ଲୁ ପ୍ରିଣ୍ଟ୍ ।
Called him for love… killed him instead.
Found a new boyfriend… and ended the old one’s life!
In her love, there was more poison than affection!
She sweet-talked him and called him up the hill…This is the murder mystery of Lakshmi Dunguri Hill in Kshetrarajpur, Sambalpur — now uncovered. Police revealed what happened behind this murder.
The girl, along with her new boyfriend, killed her ex-boyfriend.It became clear that this murder happened over a love affair. Abhay had been in a relationship with a minor girl for two years.Then came the third person — Ashutosh Mishra alias Aman.
#aparadhapratidin#crimestory#OdishaTV#OTV
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)