କେତେବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କଠୁ ତ ପୁଣି କେବେ ଜିଲ୍ଲାପାଳଙ୍କଠୁ ପୁରସ୍କାର ଗ୍ରହଣ କରୁଛନ୍ତି । ଏମିତି ଅନେକ ପୁରସ୍କାର ସେ ଲାଭ କରିଛନ୍ତି । କାରଣ ସେ ଜଣେ ମେଧାବୀ ଛାତ୍ର ।
ହେଲେ ଏବେ ସେଇ ମେଧାବୀ ଛାତ୍ର ଜଣଙ୍କ ଜୀବନମରଣ ସହ ସଂଗ୍ରାମ କରୁଛି । ପୁରୀ ଜିଲ୍ଲା ଅସ୍ତରଂଗ ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ପଞ୍ଚାନନ ସ୍ୱାଇଁଙ୍କ ଏକ ମାତ୍ର ପୁଅ ସତ୍ୟପ୍ରକାଶ ଏବେ କୀଡନୀ ରୋଗରେ ଆକ୍ରାନ୍ତ । ଦଶମ ଶ୍ରେଣୀର ମେଧାବୀ ଛାତ୍ର ସତ୍ୟ ପ୍ରକାଶଙ୍କ ଜୀବନକୁ ହଠାତ୍ ଯେମିତି ଢାଙ୍କି ଦେଇଛି କଳା ବାଦଲ । ନିଜ ପରିବାରର ଗରିବୀ ସତ୍ତ୍ବେ ପାଠ ପଢାରେ କଠିନ ପରିଶ୍ରମ କରି ବିଭିନ୍ନ ବୃତ୍ତି ପରୀକ୍ଷାରେ ଜିଲ୍ଲା ଓ ରାଜ୍ୟସ୍ତରରେ ନିଜ ପରିବାର , ଗାଁ, ବିଶେଷକରି ତାଙ୍କ ବିଦ୍ୟାଳୟ ପାଇଁ ଗର୍ବ ପାଲଟିଥିବା ସତ୍ୟ ପ୍ରକାଶ ଏବେ ଶଯ୍ୟାଶାୟୀ । ତାଙ୍କ ଅସୁସ୍ଥତା ଖବର ସମସ୍ତଙ୍କୁ ଚିନ୍ତିତ କରିଛି ।
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)