Advertisment

Jay Dholakia: ନୂଆପଡ଼ା ରାଜନୀତିରେ ବଡ଼ ଟ୍ବିଷ୍ଟ: ବିଜେପିରେ ମିଶିବେ ଜୟ ଢୋଲକିଆ!

ଦିଂବଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଆଜି ବିଜେପିରେ ମିଶି ପାରନ୍ତି। ବିଜେପିରେ ମିଶିଲେ ଜୟ ଢୋଲକିଆ ନୂଆପଡ଼ା ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Jay Dholakia

Jay Dholakia Photograph: (OTV)

Advertisment

ନୂଆପଡ଼ାରାଜନୀତି (Politics)ରେ ବଡ଼ ଟ୍ବିଷ୍ଟ। ବିଜେପିରେ ମିଶି ପାରନ୍ତି ଜୟ ଢୋଲକିଆ। ଦିଂବଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ଆଜି ସେ ପଦ୍ମ ଧରିବେ ବୋଲି ଚର୍ଚ୍ଚା ହେଉଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବରେ ମିଶିପାରନ୍ତି। ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବଡ଼ ହଲଚଲ ଦେଖାଦେଇଛି। ଜୟ ଢୋଲକିଆ ବିଜେପିରେ ମିଶିଲେ ନୂଆପଡ଼ା ପ୍ରାର୍ଥୀ ହୋଇପାରନ୍ତି।
ଜୟ ଢୋଲକିଆ ବିଜେପିରେ ମିଶିବା ଚର୍ଚ୍ଚା ଭିତେର ପୁଣି ତେରଚ୍ଛା ବାଣ ମାରିଛନ୍ତି ଚର୍ଚ୍ଚିତ ରାଜନେତ୍ରୀ ଶ୍ରୀମୟୀ ମିଶ୍ର। ଫେସବୁକରେ ପୋଷ୍ଟରେ କହିଛନ୍ତି, “କର୍ମୀ ବସିଛନ୍ତି ଅନାଇ, ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ, ଦଳ ପାଇଁ ସନ୍ନ୍ୟାସୀ ଭାରି ଭୟଙ୍କର” ବୋଲି ଲେଖିଛନ୍ତି ଶ୍ରୀମୟୀ। ନାଁ ନନେଇ ପାଣ୍ଡିଆନଙ୍କୁ କଡ଼ା ମାଡ଼ କରିଛନ୍ତି ଶ୍ରୀମୟୀ।

Advertisment

ଅଧିକ ଦେଖନ୍ତୁ:

Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ