ବିଶ୍ୱ ଅଷ୍ଟିଓପୋରୋସିସ୍ ଦିବସ । ପ୍ରତିବର୍ଷ ଅକ୍ଟୋବର ୨୦ତାରିଖରେ ପାଳନ ହୁଏ ଏହି ଦିବସ । ଅଷ୍ଟିଓପୋରୋସିସ୍ ହେଉଛି ଅସ୍ଥି ସମ୍ବନ୍ଧୀୟ ରୋଗ । ବିଭିନ୍ନ କାରଣରୁ ବେଳେବେଳେ ଅସ୍ଥିଗୁଡ଼ିକ ଦୁର୍ବଳ ହୋଇଯାଏ। ଏହା ହେଲେ ଅତି ସାମାନ୍ୟ ଆଘାତରେ ମଧ୍ୟ ହାଡ଼ ଭଙ୍ଗିଯାଇପାରେ। ତେଣୁ ହାଡର ଯତ୍ନ ଓ ସ୍ବାସ୍ଥ୍ୟ ସଚେତନ ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଅଷ୍ଟିଓପୋରୋସିସ୍ ରୋଗର ଚିହ୍ନଟ ଓ ଏହାର ନିରାକରଣ ବିଷୟରେ ସମସ୍ତେ ଜାଣିବା ନିହାତି ଦରକାର । ଆମର ବଦଳୁଥିବା ଲାଇଫଷ୍ଟାଇଲ୍, ଖାଦ୍ୟପେୟ ଏଥିପାଇଁ କେତେକାଂଶରେ ଦାୟୀ। ଅଷ୍ଟିଓପୋରୋସିସ୍ କ’ଣ ? ଏ ସମସ୍ତ ବିଷୟରେ ଆଲୋଚନା କରିଛନ୍ତି ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ରୋବୋଟିକ୍ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜନ ଡାକ୍ତର ଦିବ୍ୟସିଂହ ଦାସ |
#doctordoctor#otv
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)