Advertisment

Apana eka nuhanti | Dushasan Sahu waiting for help | ଘର ଦୁଆରେ ବସି ସୁଖକୁ ଅନେଇଛି ବୁଢୀ ମା’ #otvshorts

author-image
OTV

ଦୁଃଖ ତ ଏଇ ବୁଢୀ ମା’ର । ଦୁଃଖ ତ ଏ ହତଭାଗିନୀ ସ୍ତ୍ରୀର । ପାଖରେ ବସି ପୁଅକୁ ଆଉଁସି ଦେଉଛି ୮୦ ଟପିଥିବା ମା’ । ଚମଧୁଡ଼ୁଧୁଡ଼ୁ ତା ରକ୍ତହୀନ ଥରଥର ହାତ ରୋଗିଣା ପୁଅକୁ ବୋଧ ଦେଉଛି । ହେଲେ ନିଜେ କୋଉ ସମ୍ଭାଳି ପାରୁଛି କୋହକୁ । ବୟସ୍କ ଆଖିରୁ ତାର ବୋହି ଆସୁଛି ଅସହାୟତାର ଲୁହ । କେମିତି କାନ୍ଦିବନି ସିଏ ? ସିଏ ତ ତାର ଗେଲବସରର ସାନ ପୁଅ, ତା କୋଳପୋଛା ଗଣ୍ଠିଧନ । ତା ଆଗରେ ସିଏ ଯାଉଛି ହସ୍ପିଟାଲ, ତା ଆଗରେ ସିଏ ବାଡ଼ି ଧରି ବାଟ ଚାଲୁଛି ଅନ୍ୟର ସାହାରାରେ । କୋଉ ମା’ ୟାକୁ ସହିବ ? ପୁରୀ ଜିଲ୍ଲା କଣାସ ବ୍ଲକ ଆଳିବାର ପଞ୍ଚାୟତ ଗୁଆଡ଼ିଆ ଗାଁର ଦୁଃଶାସନ ସାହୁ । ୧୦ ବର୍ଷ ହେଲାଣି ଦୁଃଶାସନ କୀଡନୀ ରୋଗରେ ପୀଡିତ । ଦୁଇଟିଜାକ କୀଡନି ଖରାପ ଥିବାରୁ ସପ୍ତାହକୁ ଏବେ ୩ ଥର ଡାଇଲେସିସ ହେଉଛି । ଆଖି ଦୁଇଟି ବି ନଷ୍ଟ ହେବାକୁ ବସିଲାଣି । ଦେହ ଏତେ ଅସୁସ୍ଥ ହୋଇପଡ଼ିଲାଣି ଯେ ଚାଲିବାକୁ ବି ବଳ ନାହିଁ । ବାଡ଼ି ଆଉ ସ୍ତ୍ରୀଙ୍କ ବିନା ପାଦେ ଚାଲିବା ବି କଷ୍ଟ ।

Advertisment

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Advertisment

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#apanaekanuhanti#OdishaTV#OTV

Odisha News Today Odisha Live odisha live news odia news otv latest news latest odia news live Odia News Live Odisha Latest News pratidin otv pratidin news O Tv News Otv Youtube Otv News Updates Latest Odia News Odisha Tv Latest Odisha Current News Latest Odisha News Odisha News odishatv Odisha Tv OTV News Otv
Advertisment
Advertisment