Advertisment

କୋରାପୁଟରେ ୫୨ ବର୍ଷର ରେକର୍ଡ ଭାଙ୍ଗିଛି ଜାନୁଆରୀର ତାପମାତ୍ରା।

ଜାନୁଆରୀ ନସରୁଣୁ ରାଜ୍ୟରେ ଅନୁଭୂତ ହେଲାଣି ଗରମ। ଅନେକ ଅଞ୍ଚଳରେ ବଢିଲାଣି ତାତି। ଦିନରେ ସୂର୍ଯ୍ୟଙ୍କ ପ୍ରଖର କିରଣ ସାଙ୍ଗକୁ ରାତିରେ ବି ଫ୍ୟାନର ଆବଶ୍ୟକତା ପଡିଲାଣି। କୋରାପୁଟରେ ୫୨ ବର୍ଷର ରେକର୍ଡ ଭାଙ୍ଗିଛି ଜାନୁଆରୀର ତାପମାତ୍ରା।

author-image
Saroj Kumar Jena

ଜାନୁଆରୀ ନସରୁଣୁ ରାଜ୍ୟରେ ଅନୁଭୂତ ହେଲାଣି ଗରମ। ଅନେକ ଅଞ୍ଚଳରେ ବଢିଲାଣି ତାତି। ଦିନରେ ସୂର୍ଯ୍ୟଙ୍କ ପ୍ରଖର କିରଣ ସାଙ୍ଗକୁ ରାତିରେ ବି ଫ୍ୟାନର ଆବଶ୍ୟକତା ପଡିଲାଣି। କୋରାପୁଟରେ ତ ୫୨ ବର୍ଷର ରେକର୍ଡ ଭାଙ୍ଗିଛି ଜାନୁଆରୀର ତାପମାତ୍ରା।

Advertisment
Heat Wave Heat Wave In Odisha
Advertisment
Advertisment