Advertisment
ହ୍ୱାଟସଆପ୍ରେ ଆଉ ନେଇପାରିବେନି ସ୍କ୍ରିନସଟ୍ । ଖୁବ୍ ଶୀଘ୍ର ହ୍ୱାଟସଆପ୍ ଆଣିବାକୁ ଯାଉଛି ନୂଆ ଫିଚର । ହ୍ୱାଟସଆପ୍ ବ୍ୟବହାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନୂଆ ପଦକ୍ଷେପ ନେବାକୁ ଯାଉଛି କମ୍ପାନୀ । ମେଟା ପକ୍ଷରୁ ଏପରି କିଛି ବ୍ୟବସ୍ତା କରାଯାଉଥିବା ସୂଚନା ମିଳିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us