corruption
Advertisment
ଆଵାସ ଯୋଜନା ତାଲିକାରେ ନାଁ ଥାଇ ବି ମିଳୁନାହିଁ ପକ୍କା ଘର । ଥିଲା ବାଲାଙ୍କୁ ମିଳୁଛି ଆଵାସ, ନଥିଲା ବାଲା ଏଠି ରହୁଛନ୍ତି ମାଟି କାନ୍ଥ ଓ ଚାଳ ଛପର ଘରେ। ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଵଜରାପୁର ପଞ୍ଚାୟତ ନାୟକ ସାହିରେ। ଯେଉଁଠି ଦିନରେ ଘର ଭିତରେ ସୂର୍ଯ୍ୟ ଦେଖା ଦେଉଛି ଆଉ ରାତିରେ ଜହ୍ନ ତାରା .....
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us