AC
Advertisment
ଏଣେଅସହ୍ୟ ଗରମ, ତେଣେ ମାର୍କେଟରେ ଏସି ମରୁଡ଼ି। ଗ୍ରାହକ କରିବେ ତ କଣ କରିବେ,ଯିବେ ତ କୁଆଡ଼େ ଯିବେ। ଖରାରେ ସିଝି ସହର ସାରା ବୁଲି ବୁଲି ନୟାନ୍ତ ହେଉଛନ୍ତି ଅନେକ । ହେଲେ ଇଲେକ୍ଟ୍ରୋନିକ୍ସ ଦୋକାନରେ ମନମୁତାବକ ଏସି ମିଳିବା ମୁସ୍କିଲ ହୋଇଯାଉଛି। ତେବେ ଏସିର ବହୁଳ ପ୍ରଚଳନ ଖରାଦିନେ ବିଜୁଳି ସଂକଟକୁ ଆହୁରି ସଂଗୀନ କରିବା ଆଶଙ୍କା ଥିବା ଚେତାଇ ଦେଇଛନ୍ତି ଶକ୍ତି ବିଶେଷଜ୍ଞ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us