Advertisment

ଆଉ ପିନ୍ଧିବେନି ଧଳା ଜର୍ସି

ଯାହା ଆଶା କରାଯାଉଥିଲା, ତାହା ସତ ହେଲା। ଟେଷ୍ଟ ପଡିଆରେ ଆଉ ଦେଖିବାକୁ ମିଳିବନି ବିରାଟଙ୍କ ଚୌକା-ଛକା। ଟେଷ୍ଟ ମ୍ୟାଚ୍‌ରୁ ସନ୍ନ୍ୟାସ ନେଲେ ଟିମ୍‌ ଇଣ୍ଡିଆର ପୂର୍ବତଦ ଅଧିନାୟକ କିଙ୍ଗ କୋହଲି।

author-image
Tapaswini Nayak

ଯାହା ଆଶା କରାଯାଉଥିଲା, ତାହା ସତ ହେଲା। ଟେଷ୍ଟ ପଡିଆରେ ଆଉ ଦେଖିବାକୁ ମିଳିବନି ବିରାଟଙ୍କ ଚୌକା-ଛକା। ଟେଷ୍ଟ ମ୍ୟାଚ୍‌ରୁ ସନ୍ନ୍ୟାସ ନେଲେ ଟିମ୍‌ ଇଣ୍ଡିଆର ପୂର୍ବତଦ ଅଧିନାୟକ କିଙ୍ଗ କୋହଲି। ୧୪ ବର୍ଷ ଟେଷ୍ଟ କ୍ୟାରିୟରରୁ ଅବସର ଘୋଷଣା କରିଛନ୍ତି ସେ। ସୋସିଆଲ ମିଡିଆରେ ଏକ ଭାବ ବିହ୍ୱାଳ ପୋଷ୍ଟ ସେୟାର କରି ଖୋଦ୍‌ ଏକଥା ଜଣାଇଛନ୍ତି।

Advertisment
Indian Cricketer Virat Kohli
Advertisment
Advertisment