Advertisment

ଯାହା ହେଇଯାଉ, ମୁଁ ଧୋନିଙ୍କୁ ଭେଟିବି

ଘାଇଲା କରିଛି ଧୋନୀଙ୍କ ଚୌକା ଛକା। କ୍ୟାପଟେନ୍‌ କୁଲ୍‌ଙ୍କ ପାଇଁ ଦିୱାନା ଯୁବକ। ମତୁଆଲା କରିଛି ତାଙ୍କ ଲୁକ୍ସ ଓ ଷ୍ଟାଇଲ୍‌। ତାଙ୍କ ଖେଳ ଦେଖି ପାଗଳ ନାବାଳକ। ଧୋନୀଙ୍କ ପାଇଁ ଛାଡ଼ିଛନ୍ତି ଘର। କାହାକୁ କିଛି ନ ଜଣାଇ କାନ୍ଧରେ ବ୍ୟାଗ, ଦେହରେ ଜର୍ସି ଓ ହାତରେ ସାଇକେଲ ଧରି ବାହାରି ପଡିଛନ୍ତି ମାହିଙ୍କ ଏହି ହାଡକୋର ଫ୍ୟାନ୍‌।

author-image
Tapaswini Nayak

MS Dhoni
Advertisment
Advertisment