Advertisment

ଟାଇଟଲ୍‌ ପାଇଁ ସିଏସ୍‌କେ-କେକେଆର୍‌ ମଧ୍ୟରେ ହେବ କଡ଼ା ମୁକାବିଲା

ଆଜି ଆଇପିଏଲ୍‌ର ଗ୍ରାଣ୍ଡ୍‌ ଫିନାଲେ। ଟାଇଟଲ୍‌ ପାଇଁ ୟୁଏଇରେ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍‌(CSK) ଓ ମୋର୍ଗାନ୍‌ଙ୍କ କୋଲକାତା ନାଇଟ୍ ରାଇଡର୍ସ(KKR) ମଧ୍ୟରେ ହେବ କଡ଼ା ମୁକାବିଲା।

author-image
Otv Khabar Bureau

ଆଜି ଆଇପିଏଲ୍‌ର ଗ୍ରାଣ୍ଡ୍‌ ଫିନାଲେ। ଟାଇଟଲ୍‌ ପାଇଁ ୟୁଏଇରେ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍‌(CSK) ଓ ମୋର୍ଗାନ୍‌ଙ୍କ କୋଲକାତା ନାଇଟ୍ ରାଇଡର୍ସ(KKR) ମଧ୍ୟରେ ହେବ କଡ଼ା ମୁକାବିଲା। ରେକର୍ଡ କହୁଛି, ଦ୍ୱିତୀୟ ବ୍ୟାଟିଂ କରିଥିବା ଟିମ୍ ଶେଷ ୮ ମ୍ୟାଚ୍‌ ଜିତିଛି। ତେଣୁ ଆଜି ଯେଉଁ ଟିମ୍ ଟସ୍ ଜିତିବ, ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିବ। 

Advertisment
IPL 2021 IPL CSK Vs KKR IPL Final 2021
Advertisment
Advertisment