Virat Kohli
ଦୀର୍ଘ 18 ବର୍ଷ ପରେ ଆଇପିଏଲ ଫ୍ରାଞ୍ଚାଇଜ୍ ଟିମ୍ RCBର ବିଜୟୀ ପ୍ୟାରେଡକୁ ନେଇ ଘନଉଛି ବିବାଦ। ଦଳାଚକଟାରେ 11 ଜଣ ସାଧାରଣ ଲୋକଙ୍କ ଜୀବନ ଯିବା ପରେ ବିରାଟ କୋହଲିଙ୍କ ଅଡୁଆ ବଢିବାରେ ଲାଗିଛି। ଜଣେ ସାମାଜିକ କର୍ମୀ କିଙ୍ଗ୍ କୋହଲିଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। କର୍ଣ୍ଣାଟକ ଶିବମୋଜଗାର ଯୁବକ ଏଚଏମ ଭେଙ୍କଟେଶ କୋହଲିଙ୍କ ନାଁରେ ଅଭିଯୋଗ କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)