Advertisment

ଅସମ୍ଭବକୁ ସମ୍ଭବ କଲା ବିଜ୍ଞାନ, ୫ ହଜାର କିଲୋମିଟର ଦୂରରୁ ହେଲା ଅପରେସନ୍

ଚୀନର ଜଣେ ରୋଗୀଙ୍କର ଫୁସଫୁସ ଟ୍ୟୁମର ହୋଇଥିଲା । ସେ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ତାଙ୍କର ଅସ୍ତ୍ରୋପଚାର କରାଯିବାର ଥିଲା । ମାତ୍ର ସର୍ଜନ ରୋଗୀଠାରୁ ୫ହଜାର କିଲୋମିଟର ଦୂରରେ ରହିଥିଲେ । ଏପରି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକକୌଶଳ ବ୍ୟବହାର କରି ଏକ ଡାକ୍ତରୀ ଟିମ୍‌ ସଂଘାଇରୁ ମେସିନ୍‌ ଅପରେଟ୍‌ କରି ଅସ୍ତ୍ରୋପତାର କରିଥିଲେ । ଯାହାକି ଘଣ୍ଟାଏ ମଧ୍ୟରେ ରୋଗୀଙ୍କର ଫୁସ୍‌ଫୁସ୍‌ରୁ ଟ୍ୟୁମରକୁ ବାହାର କରିଦେଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ