Advertisment

ଶୁଭାଂଶୁଙ୍କ ସହ ମହାକାଶ ଯାଇଛି ଜୟ

୪ ଜଣ ନୁହଁନ୍ତି, ୫ ଜଣ ମହାକାଶକୁ ଯାଇଛନ୍ତି। ୫ ଜଣଙ୍କ ଭିତରେ ରହିଛି ଛୋଟିଆ ସୁନ୍ଦର କୁନି ମହାକାଶଚାରୀ ଜୟ। ଜୟର ଉଚ୍ଚତା ହେଉଛି ମାତ୍ର ୫ ଇଞ୍ଚ। ଏହା ତୁଳାର ହଂସଛୁଆ କଣ୍ଢେଇ । ଆକ୍ସିଅମ ୪ ମିଶନରେ ଜିରୋ ଗ୍ରାଭିଟି ଇଣ୍ଡିକେଟର ଭାବେ ଜୟକୁ ବ୍ୟବହାର କରାଯାଇଛି।

Advertisment

ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ମହାକାଶକୁ ୪ ଜଣ ନୁହଁନ୍ତି ୫ ଜଣ ମହାକାଶଚାରୀ ଯାଇଛନ୍ତି । ୫ ଜଣଙ୍କ ଭିତରେ ରହିଛି ଛୋଟିଆ ସୁନ୍ଦର କୁନି ମହାକାଶଚାରୀ ଜୟ। ଜୟର ଉଚ୍ଚତା ହେଉଛି ମାତ୍ର ୫ ଇଞ୍ଚ । ତୁଳାର ହଂସଛୁଆ କଣ୍ଢେଇ । ଆକ୍ସିଅମ-୪ ମିଶନରେ ଜିରୋ ଗ୍ରାଭିଟି ଇଣ୍ଡିକେଟର ଭାବେ ଜୟକୁ ବ୍ୟବହାର କରାଯାଇଛି।

Advertisment
NASA ISRO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ