Advertisment

ମହାକାଶରେ ଶୁଭାଂଶୁ, ପାଲଟିଗଲେ ୬ ବର୍ଷର ଛୁଆଁ !

ଭାରତ ୪୧ ବର୍ଷ ପରେ ମହାକାଶକୁ ଫେରିଛି। ସେ ଏହାକୁ ଭାରତର ପ୍ରଥମ ମାନବ ମହାକାଶ ଯାତ୍ରା ଅଭିଯାନ ଗଗନଯାନର ଆରମ୍ଭ ବୋଲି ଘୋଷଣା କରିଛନ୍ତି।

Advertisment

ଦ୍ୱିତୀୟ ଭାରତୀୟ ଭାବେ କକ୍ଷପଥରେ ପହଞ୍ଚିଥିବା ଗ୍ରୁପ୍ କ୍ୟାପ୍‌ଟେନ୍ ଶୁଭାଂଶୁ ଶୁକ୍ଳାଙ୍କର ଏହା ଥିଲା ପ୍ରଥମ ଶବ୍ଦ। ଆକ୍ସିଅମ୍-୪ ମିଶନର ସଫଳ ଲଞ୍ଚିଂ ପରେ ସାମ୍ନାକୁ ଆସିଛି ତାଙ୍କର ପ୍ରତିକ୍ରିୟା। ଭାରତ ୪୧ ବର୍ଷ ପରେ ମହାକାଶକୁ ଫେରିଛି। ସେ ଏହାକୁ ଭାରତର ପ୍ରଥମ ମାନବ ମହାକାଶ ଯାତ୍ରା ଅଭିଯାନ ଗଗନଯାନର ଆରମ୍ଭ ବୋଲି ଘୋଷଣା କରିଛନ୍ତି।

Advertisment
NASA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ