Advertisment

ମହାକୁମ୍ଭରେ ବୁଡ ପକାଇଛନ୍ତି ୬୪କୋଟି ଶ୍ରଦ୍ଧାଳୁ

କାଲି ମହାଶିବରାତ୍ରୀରେ ଅନ୍ତିମ ସ୍ନାନ ଯୋଗ, ସରିଯିବ ମହାକୁମ୍ଭ। ଦୀର୍ଘ ୪୫ ଦିନର ପ୍ରୟାଗରାଜ ମହାକୁମ୍ଭ ମେଳାରେ ପଡ଼ିବ ଯବନିକା। ୧୪୪ବର୍ଷର ବିରଳ ସଂଯୋଗରେ ପ୍ରାୟ ୬୪କୋଟିରୁ ଅଧିକ ଲୋକ ତ୍ରିବେଣୀ ସଂଗମ ଘାଟରେ ବୁଡ଼ ପକାଇ ସୃଷ୍ଟି କରିଛନ୍ତି ବିରଳ ରେକର୍ଡ।

Mahakumbh 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ