BALARAM
Advertisment
ଦ୍ବାପର ଯୁଗର କଥା । ଛଦ୍ବବେଶୀ ପ୍ରଳମ୍ବାସୁର ସହିତ ପ୍ରଭୁ ବଳରାମଙ୍କର ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ପ୍ରଳମ୍ବାସୁର ଜାଣି ଶୁଣି ହାରିଗଲା, କାରଣ ତାର ଉଦ୍ଦେଶ୍ୟ ଥିଲା ଭିନ୍ନ । ମଥୁରାରା ମହାରାଜ କଂସଙ୍କୁ ଖୁସି କରେଇବା ପାଇଁ ସେ ଶ୍ରୀକୃଷ୍ଣ ଏବଂ ବଳରାମଙ୍କୁ ମାରିବାକୁ ଚାହୁଁଥିଲା ,ସେଥିପାଇଁ ବଳରାମଙ୍କୁ କାନ୍ଧରେ ବସେଇକି ଯେଉଁ ଯାଗାକୁ ଯିବା କଥା ସେ ଯାଗାକୁ ନଯାଇ ଆକାଶ ମାର୍ଗକୁ ନେଇଯାଉଥିଲା । ଆଉ ତା' ପରେ କ'ଣ ଘଟିଲା, ଶୁଣନ୍ତୁ ସମ୍ପୂର୍ଣ୍ଣ ବୃତ୍ତାନ୍ତ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us