BJD
ବିଜେଡିର ମଙ୍ଗ ଧରିବେ କି ସୁଜାତା ? ପାଣ୍ଡିଆନଙ୍କୁ ଜନତାଙ୍କ ପ୍ରତ୍ୟାକ୍ଷାନ ପରେ ସୁଜାତାଙ୍କ ଉପରେ ଭରସା କରିବେ କି ନବୀନ ? ସକ୍ରୀୟ ରାଜନୀତିରେ ପାଣ୍ଡିଆନ୍ ନଥିଲେ ମଧ୍ୟ ଏବେ ପାଣ୍ଡିଆନ୍ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ହେଉ କି ୱାକଫ୍ ବିଲକୁ ନେଇ ସସ୍ମିତଙ୍କ ଓଲଟା ମନ୍ତବ୍ୟ, ସବୁରି ପଛରେ ପାଣ୍ଡିଆନଙ୍କ ଭୂମିକା ଥିବା କୁହାଯାଉଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)