Advertisment

ବବି ନୁହେଁ ଦେବୀ ଭରସା

ବିରୋଧୀଦଳ ନେତା ନବୀନଙ୍କ ଭରସା ଦେବୀ ମିଶ୍ର । ରାଜନୈତିକବ୍ୟାପାର କମିଟିରେ ସଦସ୍ୟ ନରହି ଦେବୀଙ୍କୁ ଦେଲେ ଦାୟିତ୍ବ । ଉଭୟ ଶାଖା କମିଟି ଓ ରାଜନୈତିକବ୍ୟାପାର କମିଟି ଭିତରେ ସମନ୍ବୟ ରଖିବାକୁ ଦେଇଛନ୍ତି ଦାୟିତ୍ବ ।

author-image
Tapaswini Nayak

ବିରୋଧୀଦଳ ନେତା ନବୀନଙ୍କ ଭରସା ଦେବୀ ମିଶ୍ର । ରାଜନୈତିକବ୍ୟାପାର କମିଟିରେ ସଦସ୍ୟ ନରହି ଦେବୀଙ୍କୁ ଦେଲେ ଦାୟିତ୍ବ । ଉଭୟ ଶାଖା କମିଟି ଓ ରାଜନୈତିକବ୍ୟାପାର କମିଟି ଭିତରେ ସମନ୍ବୟ ରଖିବାକୁ ଦେଇଛନ୍ତି ଦାୟିତ୍ବ । ଦେବୀ ମିଶ୍ରଙ୍କୁ ନେଇ ବିଜେଡିରେ ଏବେ ଚର୍ଚ୍ଚା । ନିର୍ବାଚନରେ ହାରିବା ପରେ ବରିଷ୍ଠ ଓ ଯୁବକମାନଙ୍କୁ ଏକାଠି ନେଇ କାମ କରିବାର ଦକ୍ଷତା ଦେବୀଙ୍କ ପାଖରେ ଅଛି ତ ?

Advertisment
Naveen Patnaik BJD
Advertisment
Advertisment